ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇନେବା ଘଟଣା : ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ପରେ ବୈଜୟନ୍ତଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇନେବା ଘଟଣାକୁ ନେଇ ଟୁଇଟ ଯୁଦ୍ଧ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ବିଜେପି ନେତା ବୈଜୟନ୍ତ ପଣ୍ଡା ଟୁଇଟ କରିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ଗତକାଲି ବୈଜୟନ୍ତ ଟୁଇଟ କରି କହିଥିଲେ, ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଭଳି ଲଜ୍ଜାକର କାମ କରୁଛନ୍ତି ଓଡ଼ିଶା ପୁଲିସ … Continue reading ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇନେବା ଘଟଣା : ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ପରେ ବୈଜୟନ୍ତଙ୍କୁ ଘେରିଲେ ବିରୋଧୀ